Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/1e1bfb44ec7a71a1a36171d72419b8595f55a07ed2e50c9f5ea631cc
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://www.telugupost.com/odia-factcheck/fact-check-video-showing-monkey-checking-files-in-an-office-is-not-from-ayodhya-ram-temple-1518476/
schema:text
ମାଙ୍କଡ଼ ଯାଞ୍ଚ କରୁଛି ଅଫିସ୍ ର କାଗଜପତ୍ର, ହେଲେ ଭିଡିଓ ଟି ନୁହେଁ ଅଯୋଧ୍ୟା ର ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ପରେପରେ ସରଗରମ ହୋଇ ଉଠିଛି ଅଯୋଧ୍ୟା । ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହେତୁ ଟିଟିଡି ର କାର୍ଯ୍ୟଶୈଳୀ କୁ ଅନୁସରଣ କରୁଛି ରାମ୍ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ । Claim :ଅଯୋଧ୍ୟା ରାମମନ୍ଦିର ସ୍ବୀକୃତି ପ୍ରାପ୍ତ କି ନୁହେଁ ଅଫିସ୍ ରେ କାଗଜ ଯାଞ୍ଚ କରୁଛି ମାଙ୍କଡ଼ Fact :ଭିଡିଓ ଟି ହେଉଛି ଉତ୍ତରପ୍ରଦେଶ ର ସହାରନପୁର ଅଞ୍ଚଳର ଯେଉଁଠି ଏକ ମାଙ୍କଡ଼ ଜଣେ ଆଇନଜୀବୀ ଙ୍କ କାର୍ଯ୍ୟାଳୟ ଭିତରକୁ ପଶିଯାଇଛି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ପରେପରେ ସରଗରମ ହୋଇ ଉଠିଛି ଅଯୋଧ୍ୟା । ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ହେତୁ ଟିଟିଡି ର କାର୍ଯ୍ୟଶୈଳୀ କୁ ଅନୁସରଣ କରୁଛି ରାମ୍ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ପ୍ରାଣପ୍ରତିଷ୍ଠା ପରେପରେ ସୋସିଆଲ ମିଡିଆରେ ବହୁ ଗୁଜବ ସହ ମିଥ୍ୟା ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ମାଙ୍କଡ଼ ଟିଏ ଅଫିସ୍ ରେ ଫାଇଲ ଯାଞ୍ଚ କରୁଥିବା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପୋଷ୍ଟ କରିଥିବା ବ୍ୟକ୍ତି ଜଣଙ୍କ ତେଲୁଗୁ ଭାଷାରେ କିଛି ପୋଷ୍ଟ କରିଛନ୍ତି ଯେଉଁଥିରୁ ଜଣାଯାଏ ଯେ " ଅଯୋଧ୍ୟା ରାମ ମନ୍ଦିର ସ୍ୱୀକୃତି ପ୍ରାପ୍ତ କିମ୍ବା ନୁହେଁ ଏହି ମାଙ୍କଡ଼ ଟି ଯାଞ୍ଚ କରୁଛି । " ସତ୍ୟାସତ୍ୟ : ତେବେ ସୂଚନା ରେ ନାହିଁ କୌଣସି ସତ୍ୟାସତ୍ୟ, ଭିଡିଓ ଟି ବହୁ ପୁରୁଣା ହୋଇଥିବା ବେଳେ ଏହା ଅଯୋଧ୍ୟା ର ନୁହେଁ ବୋଲି ଜଣାଯାଇଛି । ୟୁଟ୍ୟୁବ ରେ ଏହି ଭିଡିଓ ଟି ଅକ୍ଟୋବର ୨୦୨୩ ରେ ଅପଲୋଡ଼ ହୋଇଛି ଯେଉଁଥିରେ ଉଲ୍ଲେଖ ରହିଛି ଏହା ବନାରସ ର ଏବଂ ମାଙ୍କଡ଼ ଟି ଏକ ସରକାରୀ କାର୍ଯ୍ୟାଳୟ ରେ ପସି ଆସିଛି । ଇଣ୍ଡିଆଟୁଡେ ରେ ପ୍ରସାରିତ ଖବର ଅନୁଯାୟୀ ,ଉତ୍ତରପ୍ରଦେଶ ର ସାହାରନପୁର ଅଞ୍ଚଳର ଯେଉଁଥିରେ ମାଙ୍କଡ଼ ଟିଏ ଗୋଟିଏ ଟେବୁଲ ଉପରେ ବସି ଅଫିସ୍ ପେପର ସବୁ ଆଡ଼ାଉଛି । ଭିଡିଓ ରେ ଥିବା କିଛି ବ୍ୟକ୍ତି ମାଙ୍କଡ଼କୁ କଦଳୀ ମଧ୍ୟ ଦେଉଛନ୍ତି ହେଲେ ମାଙ୍କଡ଼ଟି ନେଉଁନାହିଁ । ଏହା ମଧ୍ୟ ଗୁଜବ ରହିଛି ଯେ , ଏହା ବେହତ ତହସିଲ ଅଞ୍ଚଳର । ମାଙ୍କଡ଼ ଟି ଏକ ସରକାରୀ ଏଜେନ୍ସି ମଧ୍ୟ କୁ ପସି ଆସିଛି । ହେଲେ ସହାରନପୁର ଏଡିଏମ ଦୀପକ କୁମାର ଙ୍କ ସୂଚନା ଅନୁଯାୟୀ ,ଏହା କୌଣସି ସରକାରୀ କାର୍ଯ୍ୟାଳୟର ନୁହେଁ । ବେହତ ତହସିଲ ଅଞ୍ଚଳରେ ଥିବା ଜଣେ ଆଇନଜୀବୀଙ୍କ କାର୍ଯ୍ୟାଳୟ ର । ତାଙ୍କ ସୂଚନା ଅନୁଯାୟୀ ମାଙ୍କଡଟି ସମ୍ପୃକ୍ତ ଅଞ୍ଚଳରେ ବାରମ୍ବାର ଆସୁଥିବା ରୁ ଵନ ବିଭାଗ ଏବଂ ପୋଲିସ କୁ ଏନେଇ ସୂଚନା ଦିଆଯାଇଛି । ନିୟୁଜ ୧୮ ରେ ପ୍ରସାରିତ ଖବର ଅନୁଯାୟୀ ଘଟଣା ଟି ଉତ୍ତରପ୍ରଦେଶ ର ସାହାରନପୁର ଅଞ୍ଚଳର ଯାହାକି ଅକ୍ଟୋବର ମାସ ୨୦୨୩ ମସିହାରେ କଏଦ ହୋଇଛି । ଏଥିରୁ ଜଣାଯାଏ ଯେ , ଭିଡଓ ଟି ଚଳିତ ବର୍ଷର ନୁହେଁ କିମ୍ବା ଅଯୋଧ୍ୟା ରାମ୍ ମନ୍ଦିରର ନୁହେଁ, ବରଂ ଭିଡିଓ ଟି ବହୁପୁରାତନ ଏବଂ ସହାରନପୁରର ଜଣେ ଆଇନଜୀବୀଙ୍କ କାର୍ଯ୍ୟାଳୟର ।
schema:reviewRating
False
schema:author
telugupostcom
schema:datePublished
2024-02-02
(
xsd:date
)
schema:inLanguage
Telugu
schema:itemReviewed
http://data.cimple.eu/claim/e31290b00a0293560675d56eedb54034dbf1b5407161a2bc8c3d6238
Faceted Search & Find service v1.16.115 as of Oct 09 2023
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software