Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/5538c80dd1e7d95cd9945c65e0c475606f5842f7de2748dcebb85f87
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://www.telugupost.com/odia-factcheck/paper-clipping-on-deduction-of-rs-350-from-voters-account-in-case-of-not-exercising-franchise-is-false-1528224/
schema:text
ଖବରରେ ନାହିଁ କୌଣସି ସତ୍ୟତା : ମତସାବ୍ୟସ୍ତ ନ କଲେ ଭୋଟରଙ୍କ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା ଏକ ଖବର କାଗଜ ଭଳି ତିଆରି ହୋଇଛି ଗ୍ରାଫିକ୍ସ ଯେଉଁଥିରେ ଉଲ୍ଲେଖ ରହିଛି “नहीं दिया वोट तो बैंक अकाउंट से कटेंगे 350 रुपए: आयोग” । ଏହାର ଅର୍ଥ ଭୋଟରକ ଯଦି ଭୋଟ ନ ଦିଅନ୍ତି ତେବେ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା । Claim :ଭୋଟ୍ ନଦେଲେ ବ୍ୟାଙ୍କ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା Fact :ଏଭଳି କୌଣସି ଘୋଷଣା କରିନାହିଁ ଇସିଆଇ , ଏକ ପୁରୁଣା ଏବଂ ଫେକ୍ ଖବର କାଗଜ କୁ ସୋସିଆଲ ମିଡିଆରେ କରାଯାଇଛି ଭାଇରାଲ ଏକ ଖବର କାଗଜ ଭଳି ତିଆରି ହୋଇଛି ଗ୍ରାଫିକ୍ସ ଯେଉଁଥିରେ ଉଲ୍ଲେଖ ରହିଛି “नहीं दिया वोट तो बैंक अकाउंट से कटेंगे 350 रुपए: आयोग” । ଏହାର ଅର୍ଥ ଭୋଟରକ ଯଦି ଭୋଟ ନ ଦିଅନ୍ତି ତେବେ ଆକାଉଣ୍ଟ ରୁ କଟିଯିବ ୩୫୦ ଟଙ୍କା । ଯଦି ନଥିବ କୌଣସି ବ୍ୟାଙ୍କ ଆକାଉଣ୍ଟ ତେବେ ମୋବାଇଲ ରିଚାର୍ଜ ବେଳେ କଟିଯିବ ଟଙ୍କା । ଏଭଳି ଏକ ଖବର କାଗଜ ଟ ଫଟୋ ଏବେ ସୋସିଆଲ ମିଡିଆ ଏବଂ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଘୁରି ବୁଲୁଛି । वोट नहीं दिया तो बैंक अकाउंट से काटेंगे 350 रुपए: चुनाव आयोग मेट्रो सिटी और टाउन वालो के लिए 3500 रुपए होने चाहिए!! ସତ୍ୟାସତ୍ୟ :- ଘଟଣା କୁ ନିରିଖେଇ ଦେଖିବାରୁ ଜଣାଯାଏ ଯେ ,ଏହା କୌଣସି ଖବର କାଗଜ ନୁହେଁ ଏକ ଗ୍ରାଫିକ୍ସ ମାତ୍ର । ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରୁ ଅନୁସନ୍ଧାନ କରି ଜଣାଯାଏ ଯେ , ଏହି ଗ୍ରାଫିକ୍ସ କୁ ୨୯ମାର୍ଚ୍ଚ ୨୦୨୪ ରେ ପିଆଇବି ଫ୍ୟାକ୍ଟଚେକ୍ ନିଜ ସୋସିଆଲ ମିଡିଆରେ ସେୟାର କରିଛି । ସେଠାରେ ଉଲ୍ଲେଖ ଅଛି କି , “दावा: लोकसभा चुनाव में जो मतदाता अपने मताधिकार का प्रयोग नहीं करेंगे, चुनाव आयोग द्वारा उनके बैंक खातों से Rs 350 काट लिए जाएंगे #PIBFactCheck , यह दावा फर्जी है । @ECISVEEP द्वारा ऐसा कोई निर्णय नहीं लिया गया है । ऐसी भ्रामक खबरों को शेयर न करें "। ଏଥିରୁ ଜଣାଯାଏ ଏଭଳି କୌଣସି ଘୋଷଣା ଇସିଆଇ ଙ୍କ ଦ୍ଵାରା ହୋଇନାହିଁ ଏବଂ ଏହିଭଳି ଫେକ୍ ଖବର ଠାରୁ ଭୋଟରକ ଦୁରେଇ ରୁହନ୍ତୁ । ଗୁଗୁଲ ରିଭର୍ସ ଇମେଜ ରୁ ଜଣାଯାଏ ଯେ , ୨୯ ନଭେମ୍ବର ୨୦୨୧ ରେ ଇସିଆଇ ଙ୍କ ମୁଖପାତ୍ର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଏହି ପେପର ର ଫଟୋ କୁ ପୋଷ୍ଟ କରିଛନ୍ତି ଏବଂ ଏଭଳି ମିଛ ଖବର ଠାରୁ ଦୂରେଇ ରହିବାକୁ ସତର୍କ ସୂଚନା ମଧ୍ୟ ଦେଇଛନ୍ତି । ଗୁଗୁଲ ରିଭର୍ସ ଇମେଜ ରୁ ଜଣାଯାଏ ଯେ , ୨୯ ନଭେମ୍ବର ୨୦୨୧ ରେ ଇସିଆଇ ଙ୍କ ମୁଖପାତ୍ର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଏହି ପେପର ର ଫଟୋ କୁ ପୋଷ୍ଟ କରିଛନ୍ତି ଏବଂ ଏଭଳି ମିଛ ଖବର ଠାରୁ ଦୂରେଇ ରହିବାକୁ ସତର୍କ ସୂଚନା ମଧ୍ୟ ଦେଇଛନ୍ତି । ୬ ଡିସେମ୍ବର ୨୦୨୧ ରେ ଏନଡିଟିଭି ମଧ୍ୟ ଏନେଇ ଖବର ପ୍ରସାରଣ କରିଛି “Delhi Police Investigates Rumour of Rs 350 Fine for Not Voting " ସେହିପରି ହିନ୍ଦୁସ୍ଥାନ ଟାଇମ୍ସ ୬ ଡିସେମ୍ବର ୨୦୨୧ ରେ ପ୍ରସାରିତ କରିଛି ଯେ ," Delhi Police start probe into rumour of Rs350 fine for not voting " ତେଣୁ ଉପୋରକ୍ତ ଅନୁସନ୍ଧାନ ରୁ ଜଣାଯାଏ ଯେ ,ଏଭଳି କୌଣସି ଘୋଷଣା ନିର୍ବାଚନ ଆୟୋଗ ପକ୍ଷରୁ ଘୋଷିତ ହୋଇ ନାହିଁ । ଏବଂ ଏହା କୌଣସି ଖବର କାଗଜର ଅଂଶବିଶେଷ ନୁହେଁ ତେଣୁ ଏଥିରେ କୌଣସି ସତ୍ୟାସତ୍ୟ ନାହିଁ।
schema:mentions
Delhi Police
schema:reviewRating
False
schema:author
telugupostcom
schema:datePublished
2024-03-30
(
xsd:date
)
schema:inLanguage
Telugu
schema:itemReviewed
http://data.cimple.eu/claim/528d645e7ab5e6aa9d96f2ce493af09248f115297812a712a5e1d77e
Faceted Search & Find service v1.16.115 as of Oct 09 2023
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software