About: http://data.cimple.eu/claim-review/5a23ebf72eee40e812e571504affc8e219b5250b6e7eace0565676d4     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ସୋସିଆଲ ମିଡିଆରେ ଘୁରିବୁଲୁଛି ଫେକ୍ ନୋଟିସ, ରେଳ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା ଯୁବଗୋଷ୍ଠୀ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ,ଭାରତୀୟ ରେଳମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା । Claim : ଭାରତୀୟ ରେଳ ସୁରକ୍ଷା ବାହିନୀର ଏସ.ଆଇ ଏବଂ କନଷ୍ଟବଳ ପଦବୀ ନିମନ୍ତେ ଆରମ୍ଭ ହୋଇଛି ଆବେଦନFact : ରେଳମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇନି କୌଣସି ଏଭଳି ନୋଟିସଯୁବଗୋଷ୍ଠୀ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ,ଭାରତୀୟ ରେଳମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା । ଏଭଳି ଏକ ନୋଟିସ ସୋସିଆଲ ମିଡିଆରେ ଘୁରିବୁଲୁଚି । ନୋଟିସ ରେ ଉଲ୍ଲେଖ ରହିଛିଯେ " ସର୍ବମୋଟ ୪,୬୬୦ ଟି ପଦବୀ ନିମନ୍ତେ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଏସଆଇ ନିମନ୍ତେ ୪୫୨ ପଦବୀ ଏବଂ ୪୨୦୮ ଟି କନେଷ୍ଟବଳ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ଭାରତୀୟ ରେଳ ମନ୍ତ୍ରାଳୟ । ସତ୍ୟାସତ୍ୟ : ନୋଟିସ କୁ ନେଇ ବିଭିନ୍ନ ଦିଗରେ ତର୍ଜମା କରିବାରୁ ଜଣାଯାଏ ଯେ ,ଏହି ନୋଟିସ ଟି ଫେକ୍ ଅଟେ । ଫେବ୍ରୁଆରୀ ୨୭, ୨୦୨୪ ରେ ରେଳ ମନ୍ତ୍ରାଳୟ ନିଜ ପକ୍ଷ ରଖିଛି ଏହି ଫେକ୍ ନୋଟିସ ରେ ଥିବା ତଥ୍ୟ ଠାରୁ ଦୂରେଇ ରହିବାକୁ ନିଜେ ପୋଷ୍ଟ କରିଛି ଆରପିଏଫ ଇଣ୍ଡିଆ । ଏହି ନୋଟିସ ଟିକୁ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ ରେ ଅନୁସନ୍ଧାନ କରାଯାଏ ଯେ ଏହି ନୋଟିସ ଟିକୁ ତର୍ଜମା କରି ପି.ଆଇ.ବି ଫ୍ୟାକ୍ଟଚେକ୍ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ପୋଷ୍ଟ କରିଛି । ପୋଷ୍ଟ ରେ ଦିଆଯାଇଥିବା ସୂଚନା ଅନୁଯାୟୀ " ଏଭଳି କୌଣସି ଆବେଦନ ପ୍ରକ୍ରିୟା ରେଳ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ କରାଯାଇ ନାହିଁ । ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ଏଭଳି ନୋଟିସ ପାଇ ଦିଅନ୍ତୁ ନାହିଁ ଭାରତୀୟ ରେଳ ମନ୍ତ୍ରାଳୟ ର ଆବେଦନ ପ୍ରକ୍ରିୟା କୁ ଗୁଗୁଲ ରେ ସର୍ଚ୍ଚ କରି ଜଣାଯାଏ ଯେ, ଏହା ଏକ ଫେକ୍ ନୋଟିସ ଯାହାକି ରେଳ ମନ୍ତ୍ରାଳୟର ବିଭିନ୍ନ ବିଭାଗର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରାଯାଇଛି । ସେହିପରି ହିନ୍ଦୁସ୍ଥାନ ଟାଇମ୍ସ ରେ ପ୍ରସାରିତ ଖବର ଅନୁଯାୟୀ, “RPF Sub Inspector, Constable Recruitment 2024 fake notification viralling on social media, confirms PIB”. ଇଣ୍ଡିଆ ଟିଭି ନିୟୁଜ ମଧ୍ୟ ଏ ନେଇ ଏକ ଖବର ପ୍ରସାରଣ କରିଛି ଯେଉଁଥିରେ ସୂଚନା ରହିଛି " RPF Sub Inspector, Constable Recruitment 2024 fake notification viralling on social media, confirms PIB”. ତେଣୁ ଉପୋରକ୍ତ ତଥ୍ୟ ଏବଂ ସୂଚନା ଅନୁଯାୟୀ ଏହି ନୋଟିସ ଟି ସମ୍ପୂର୍ଣ୍ଣ ଫେକ୍ । ଏଭଳି କୌଣସି ଆବେଦନ ପ୍ରକ୍ରିୟା ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇ ନାହିଁ ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 10 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software