Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/95d4e72bc0afc1c91ecba8a9f1c44ea58ad5f64543a869d97becbf2e
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://www.telugupost.com/odia-factcheck/video-showing-railway-track-laying-work-is-not-from-india-it-is-from-malaysia-1518307/
schema:text
ଡିଜିଟାଲ ଶୈଳୀରେ ନିର୍ମାଣଧୀନ ରେଳଲାଇନ ର ଭାଇରାଲ ଭିଡ଼ିଓ ; ଭାରତ ନୁହେଁ ଏହା ମାଲେସିଆ ରେଳବିଭାଗର ଭାରତୀୟ ରେଳ ବିଶ୍ୱର ସର୍ବବୃହତ ସେବା ମଧ୍ୟରେ ଅନ୍ୟତମ, ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ଯାତାୟାତ ଦିଗରେ ସୃଷ୍ଟି କରିଛି ଅନନ୍ୟ ଉଦାହରଣ । Claim :ଫାଷ୍ଟଟ୍ରାକ୍ ନିର୍ମାଣ ଟେକନୋଲୋଜି ର ବ୍ୟବହାର କରି ଭାରତରେ ରେଳଲାଇନ ବିଛା ଯାଉଛି Fact :ଭିଡ଼ିଓଟି ମାଲେସିଆର ପୂର୍ବତଟ ରେଳବାଇ ଅଞ୍ଚଳରେ ଯାହାକି ମାଲେସିଆ ଏବଂ ଚାଇନା ର ମିଳିତ ଉଦ୍ୟମରେ କାର୍ଯ୍ୟରତ ଭାରତୀୟ ରେଳ ବିଶ୍ୱର ସର୍ବବୃହତ ସେବା ମଧ୍ୟରେ ଅନ୍ୟତମ, ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି ଯାତାୟାତ ଦିଗରେ ସୃଷ୍ଟି କରିଛି ଅନନ୍ୟ ଉଦାହରଣ । ତେବେ ନିଜର କାର୍ଯ୍ୟଶୈଳୀକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ନୂତନ ଡିଜିଟାଲ କାର୍ଯ୍ୟଶୈଳୀକୁ ଅବଲମ୍ବନ କରୁଛି ଭାରତୀୟ ରେଳ ବିଭାଗ । ଯାତ୍ରୀ ସୂଚନା, ଟିକଟ ବୁକିଂ ସେବା, ଟ୍ରେନ ସିଗ୍ନାଲ ସହ ବିଭିନ୍ନ ଦିଗରେ ଡିଜିଟାଲ ସେବା ବହୁ ପୂର୍ବରୁ ଆରମ୍ଭ କରିସାରିଛି ଭାରତୀୟ ରେଳ । ତେବେ ଫାଷ୍ଟ-ଟ୍ରାକ୍ ଟେକନୋଲୋଜି ର ବ୍ୟବହାର କରି ଭାରତୀୟ ରେଳ ଟ୍ରାକ୍ ବିଛାଇବାର ଭିଡ଼ିଓ ଟିଏ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ରେଳବାଇ ନୂତନ ଟେକନୋଲୋଜି ଦ୍ୱାରା କିଭଳି ବିଛାଯାଉଛି ବୋଲି ଭିଡ଼ିଓ ସେୟାର କରିଥିବା ବ୍ୟକ୍ତି ନିଜ ପୋଷ୍ଟ ରେ ଲେଖିଛନ୍ତି । ଆଉ ଜଣେ ୟୁଜର୍ସ ହିନ୍ଦୀ ରେ ଲେଖିଛନ୍ତି " ଦେଖନ୍ତୁ ଭାରତରେ ଏବେ ଏଭଳି ତିଆରି ଚାଲିଛି ରେଳମାର୍ଗ " ସତ୍ୟାସତ୍ୟ : ହେଲେ ଭାଇରାଲ ଭିଡ଼ିଓ ଟିରେ ନାହିଁ କୌଣସି ସତ୍ୟାସତ୍ୟ, ଗୁଗୁଲ ଭିଡ଼ିଓରେ ଏନେଇ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ । ଇନସାଇଟ ଜିଆଙ୍ଗସାନ ଏହି ଭିଡିଓ କୁ ୯. ଜାନୁଆରୀ. ୨୦୨୪ ରେ ନିଜର ସୋସିଆଲ ମିଡିଆରେ ପୂର୍ବରୁ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏହା ମାଲେସିଆ ପୂର୍ବତଟ ଅଞ୍ଚଳର ବୋଲି ଉଲ୍ଲେଖ ରହିଛି । ମାଲେସିଆ ରେଳ ପ୍ରୋଜେକ୍ଟ ନେଇ ଅଧିକ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ଏହି ଭିଡିଓ ର କିଛି ଫଟୋ ମଧ୍ୟ ଚାଇନା ଜୀନୁହା ନିୟୁଜ ସଂସ୍ଥା ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇସିଆରଏଲ ( ଇଷ୍ଟକୋଷ୍ଟ ରେଳ ଲିଙ୍କ ) ଏକ ମେଗା ପ୍ରୋଜେକ୍ଟ ମାଲେସିଆରେ ନିର୍ମାଣ କରୁଛି ଯାହାକି ଚାଇନା କମ୍ୟୁନିକେସନ କମ୍ପାନୀ ଦ୍ୱାରା ପ୍ରଥମ ଥର ନିର୍ମାଣ କରାଯାଇଛି । ସେହିପରି ଖବର ପ୍ରସାରଣକାରୀ ସଂସ୍ଥା ଏପି ନିୟୁଜ ନିଜର ୟୁଟ୍ୟୁବ ଚାନେଲରେ ଏନେଇ ଏକ ଭିଡ଼ିଓ ଅପଲୋଡ଼ କରିଛି । ଯେଉଁଥିରେ " ମାଲେସିଆନ ରେଳ କୁ ଚାଇନା ପୁଣିଥରେ ଟ୍ରାକ୍ କୁ ଆଣୁଥିବାର ଉଲ୍ଲେଖ ରହିଛି । " ତୁଳନା ଏଥିରୁ ଜଣାଯାଉଛି ଯେ ଏହି ନିର୍ମାଣଧୀନ କାର୍ଯ୍ୟ ଭାରତର ନୁହେଁ ବରଂ ମାଲେସିଆରରେ ଚାଲୁଥିବା ଚାଇନା ଏବଂ ମାଲେସିଆର ମିଳିତ ଭାବେ ଚାଲୁଥିବା ନିର୍ମାଣକାର୍ଯ୍ୟ ।
schema:reviewRating
False
schema:author
telugupostcom
schema:datePublished
2024-02-01
(
xsd:date
)
schema:inLanguage
Telugu
schema:itemReviewed
http://data.cimple.eu/claim/d0a1f5f53269623e175a68284b4598da0bd643ab53ef56ca4e1c229a
Faceted Search & Find service v1.16.123 as of May 22 2025
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software