About: http://data.cimple.eu/claim-review/c6693bc7d807d4347b0ac11df2f8c8e49b1639ad8c73d4ec68717f63     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ମିଛ ଦାବି ହେଉଛି ଭାଇରାଲ ଅରୁଣାଚଳ ପ୍ରଦେଶରେ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ ପାଣିପାଗ ସହ ବଢିଛି ନିର୍ବାଚନ ଉଷ୍ମତା, ଭୋଟ ପାଇଁ ଦ୍ୱାରଦ୍ୱାର ପ୍ରଚାର ଆରମ୍ଭ କରିଛନ୍ତି ବିଭିନ୍ନ ଦଲର ପ୍ରାର୍ଥୀ Claim :ଚାଇନା ରାଗିଯିବ ବୋଲି ଅରୁଣାଚଳ ପ୍ରଦେଶରେ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ Fact :ଖବରରେ ନାହିଁ କୌଣସି ସତ୍ୟତା ୨୦୨୪ - ନିର୍ବାଚନ ପାଇଁ ଅରୁଣାଚଳ ପ୍ରଦେଶ ନିମନ୍ତେ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ ପାଣିପାଗ ସହ ବଢିଛି ନିର୍ବାଚନ ଉଷ୍ମତା, ଭୋଟ ପାଇଁ ଦ୍ୱାରଦ୍ୱାର ପ୍ରଚାର ଆରମ୍ଭ କରିଛନ୍ତି ବିଭିନ୍ନ ଦଲର ପ୍ରାର୍ଥୀ । ଏପରିକି ସୋସିଆଲ ମିଡିଆରେ ମଧ୍ୟ ହେଉଛି ଯୋରସୋରରେ ପ୍ରଚାର । ହେଲେ ଏମଧ୍ୟରେ ଵୃଦ୍ଧି ପାଇଛି ନିର୍ବାଚନ ଜନିତ ମିଛ ସୂଚନା ଏବଂ ଗୁଜବ । ଚାଇନା ସହ କଂଗ୍ରେସ ଦଳର ମିତ୍ରତା ଦର୍ଶାଇ ଅରୁଣାଚଳ ପ୍ରଦେଶରେ କଂଗ୍ରେସ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ ବୋଲି ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ସେୟାର କରିଛନ୍ତି । ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା ଅରୁଣାଚଳ ପ୍ରଦେଶରେ ପ୍ରାର୍ଥୀ ଘୋଷଣା କରି ସାରିଛି କଂଗ୍ରେସ । ଅନୁସନ୍ଧାନ କରିବାକୁ ଯାଇ ଆମେ ଯେତେବଳେ ଅରୁଣାଚଳ ପ୍ରଦେଶ ରେ କଂଗ୍ରେସ ପ୍ରାର୍ଥୀ ସମ୍ବନ୍ଧରେ ସର୍ଚ୍ଚ କରିବାରୁ ଜଣାଯାଇଥିଲା ଯେ, ଅରୁଣାଚଳ ପ୍ରଦେଶ୨୪ ନାମକ ଗୋଟିଏ ସଂସ୍ଥା ଏ ନେଇ ଖବର ପ୍ରସାରଣ କରି ସୂଚନା ଦେଇଛି । ଯେତେବଳେ ପ୍ରାର୍ଥୀ ନବମ ଟୁକି ଙ୍କୁ ନେଇ ଅନୁସନ୍ଧାନ ହୋଇଥିଲା, ଅରୁଣାଚଳ ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ଆକାଉଣ୍ଟ ରେ ନବମ ଟୁକି ପ୍ରାର୍ଥୀପତ୍ର ଦାଖଲ କରୁଥିବା ଫଟୋ ଦେଖିବାକୁ ମିଳିଥିଲା। ଇସିଆଇ ୱେବସାଇଟ ରେ ମଧ୍ୟ ଅରୁଣାଚଳ ପ୍ରଦେଶର ଦୁଇ ପ୍ରାର୍ଥୀ ନବମ ଟୁକି ଏବଂ ବୋସିରାମ ସିରାମ ଙ୍କ ସମ୍ବନ୍ଧରେ ସୂଚନା ରହିଛି । ଅନ୍ୟପଟେ କଂଗ୍ରେସ ଚୟନ କରିଥିବା ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ନାଁ ସାମୁହିକ କରିଛି ଅରୁଣାଚଳ ପ୍ରଦେଶ କଂଗ୍ରେସ। ଏନେଇ ଇଣ୍ଡିଆନ ଏକ୍ସପ୍ରେସ ଏକ ଖବର ପ୍ରସାରଣ କରି ଲେଖିଛି “Congress releases first list of candidates for Arunachal Pradesh Assembly”. ଅରୁଣାଚଳ ପ୍ରଦେଶ ରେ ପ୍ରସାରିତ ଖବର ଅନୁଯାୟୀ “Tuki to contest MP election on Congress ticket” ଉପରୋକ୍ତ ଅନୁସନ୍ଧାନରୁ ଜଣାଯାଏଯେ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା, ଅରୁଣାଚଳ ପ୍ରଦେଶ ନିମନ୍ତେ ସମସ୍ତ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.123 as of May 22 2025


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data]
OpenLink Virtuoso version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software