About: http://data.cimple.eu/claim-review/cf3da32aaf5e71ef6ff7f7ecc4b460ce62817f346ec786103391725f     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଡିମାର୍ଟ ଏଭଳି କୌଣସି ଅନଲାଇନ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ଆୟୋଜନ କରି ନାହିଁ Claim :ମହରମ ଉପଲକ୍ଷେ ଡିମାର୍ଟ ଆୟୋଜନ କରିଛି ଅନଲାଇନ ପ୍ରଶ୍ନୋତ୍ତର ର ପ୍ରତିଯୋଗିତା Fact :ଏଭଳି କୌଣସି ପ୍ରତିଯୋଗିତାର ଆୟୋଜନ କରିନାହିଁ ଡିମାର୍ଟ, ଭାଇରାଲ ହେଉଥିବା ଲିଙ୍କ ହେଉଛି ଏକ ଫେକ୍ ଲିଙ୍କ ମହରମ ଉପଲକ୍ଷେ ଡିମାର୍ଟ ଆରମ୍ଭ କରିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଅନଲାଇନ ମାଧ୍ୟମରେ ଯୋଡି ହୋଇ ଜିତିପାରିବେ କିଛି ଆକର୍ଷଣୀୟ ଅର୍ଥରାଶି । ଏଭଲିକିଛି ଲିଙ୍କ ଏବେ ସୋସିଆଲ ମିଡିଆଏବଂ ହ୍ଵାଟ୍ସଆପଗ୍ରୁପ ରେ ସେୟାର ହେବାରେ ଲାଗିଛି । ଲିଙ୍କ କୁ କ୍ଲିକ କରିବାପରେ ଆରମ୍ଭ ହେଉଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଯେପରିକି ପ୍ରଥମ ପ୍ରଶ୍ନ ରହିଛି " ଆପଣ ଡିମାର୍ଟ କଣ ଜାଣିଛନ୍ତି କି ? ଉତ୍ତର ଦେବା କ୍ଷଣି ଆଉ ଏକ ପେଜ୍ ଖୋଲୁଛି ଯେଉଁଥିରେ ଆଉ ଏକ ପ୍ରଶ୍ନ ରହିଛି । ଶେଷରେ ଏକ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ବେଳେ ଆପଣ ଏକ ଲକୀ ଡ୍ର ମାଧ୍ୟମରେ ୬୫.୪୦୪.୪୦ ଟଙ୍କା ଜିତିପାରିବେ ବୋଲି ଦର୍ଶା ଯାଇଛି । ଜିତିବା ପାଇଁ କିଛି ଗିଫ୍ଟ ବକ୍ସ ଆସୁଛି ଯେଉଁଥିରେ କ୍ଲିକ କରି ଆପଣ ଅର୍ଥ ରାଶି ଜିତିପାରିବେ ବୋଲି ଉଲ୍ଲେଖ ରହିଥିବା ସୂଚନା ରହିଛି । ପରିଶେଷରେ ଉକ୍ତ ଲିଙ୍କ କୁ ୫ ଟି ଗ୍ରୁପ ଏବଂ ୨୦ ଜଣ ବନ୍ଧୁଙ୍କ ପାଖକୁ ପଠାଇବାର ନିୟମ ରହୁଛି । ଶେଷରେ ନିଜ ସମ୍ପୂର୍ଣ୍ଣ ଠିକଣା ଦେବାକୁ ମଧ୍ୟ ପଡୁଛି ଏହି ପୋଷ୍ଟ ର କମେଣ୍ଟ ରେ କିଛି ୟୁଜର୍ସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥରାଶି ପାଇଥିବାର ମଧ୍ୟ ଦର୍ଶାଇଛନ୍ତି । ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା, ଏନେଇ ଡିମାର୍ଟ ୱେବସାଇଟ ଏବଂ ସୋସିଆଲ ମିଡିଆରେ ଅନୁସନ୍ଧାନକରିବାରୁ ଜଣାଯାଏ ଯେ ମହରମ ପର୍ବ ଉପଲକ୍ଷେ ଏଭଳି କୌଣସି ପ୍ରତିଯୋଗିତାର ଆୟୋଜନ କରିନାହିଁ ଡିମାର୍ଟ । ଏନେଇ ଡିମାର୍ଟ ଅନଲାଇନ ପ୍ରତିଯୋଗିତା ବୋଲି ଅନୁସନ୍ଧାନ କରାଯାଇଥିବା ବେଳେ କୌଣସି ତଥ୍ୟ ମିଳିପାରି ନଥିଲା । ତେବେ ଡ଼ିମାର୍ଟ ନିଜ ୱେବସାଇଟ ରେ କୌଣସି ଅନ୍ୟ ୱେବସାଇଟ ରେ କୌଣସି ପ୍ରତିଯୋଗିତାର ଆୟୋଜନ କରିନାହିଁ ବୋଲି ଦର୍ଶାଇଛି । କେବଳ ଏବଂ ଛଡ଼ା ଅନ୍ୟ କୌଣସି ୱେବସାଇଟ ରେ ଡିମାର୍ଟ କୌଣସି ସୂଚନା ଦିଏ ନାହିଁ ବୋଲି ଗ୍ରାହକଙ୍କୁ ସତର୍କ କରାଇଛି । ତେବେ ଭାଇରାଲ ହେଉଥିବା ଲିଙ୍କ କୁ ଆପଣ ଯଦି ନିରିଖେଇ ଦେଖିବେ ଏହି ୱେବସାଇଟ ଟି dmartindia. କିମ୍ବା dmart. ରୁ ଆରମ୍ଭ ହେଉ ନାହିଁ ଏହା https://qjof.buzz. ରୁ ଆରମ୍ଭ ହେଉଛି । ତେଣୁ ଉପରୋକ୍ତ ଅନୁସନ୍ଧାନ ରୁ ଜଣାଯାଏଯେ ଏହି ଭାଇରାଲ ଲିଙ୍କ ଟି ସମ୍ପୂର୍ଣ୍ଣ ଫେକ୍, ମହରମ ଉପଲକ୍ଷେ ଡିମାର୍ଟ ଏଭଳି କୌଣସି ଅନଲାଇନ ପ୍ରଶ୍ନୋତ୍ତର ର ପ୍ରତିଯୋଗିତା ଆୟୋଜନ କରି ନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software