Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/d04571bf04e240f678b5700f0f9b1967ebe392b7a177dca92ca35ca5
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://www.telugupost.com/odia-factcheck/meesho-did-not-launch-any-online-questionnaire-contest-1524781/
schema:text
କୌଣସି ଅନଲାଇନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରିନାହିଁ 'ମେସୋ' ସୋସିଆଲ ମିଡିଆ ଏବଂ ହ୍ଵାଟ୍ସଆପ ରେ ସେୟାର ହେଉଛି ଫେକ୍ ଲିଙ୍କ, ଯେଉଁ ଲିଙ୍କରେ ସୂଚନା ରହିଛି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମେସୋ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର । Claim :ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଯୋଗ ଦିଅନ୍ତୁ ଏବଂ ମେସୋ ପକ୍ଷରୁ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର Fact :ଏଭଳି କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ କରି ନାହିଁ ମେସୋ , ଏଭଳି ଫେକ୍ ଲିଙ୍କ ଠାରୁ ଦୂରେଇ ରୁହନ୍ତୁ ସୋସିଆଲ ମିଡିଆ ଏବଂ ହ୍ଵାଟ୍ସଆପ ରେ ସେୟାର ହେଉଛି ଫେକ୍ ଲିଙ୍କ, ଯେଉଁ ଲିଙ୍କରେ ସୂଚନା ରହିଛି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମେସୋ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର । ଭାଇରାଲ ହେଉଥିବା ଲିଙ୍କ ଟି ଖୋଲିଲେ ଏହା ଏକ ମେସୋ ୱେବସାଇଟ ପରି ଦେଖାଯାଉଛି । ଯେଉଁଥିରେ ଉଲ୍ଲେଖ ରହିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଯୋଗଦେଇ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର। ପରେପରେ ଆରମ୍ଭ ହେଉଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ- ଆପଣ ମେସୋ ବିଷୟରେ ଜାଣନ୍ତିକି ? ହଁ / ନାହିଁ ଯେତେବେଳେ ଆପଣ କୌଣସି ଉତ୍ତର ଦେଉଛନ୍ତି ଏହା ଆଉ ଗୋଟିଏ ପେଜ୍ କୁ ଆପଣଙ୍କୁ ନେଇଯାଉଛି ପ୍ରଶ୍ନୋତ୍ତରର ଶେଷ ପର୍ଯ୍ୟାୟ ପୂର୍ବରୁ ଖୋଲୁଛି ଏକ ପେଜ୍ ଯେଉଁଥିରେ କିଛି ଗିଫ୍ଟ ବକ୍ସ ଦେଖା ଯାଏ । ସଠିକ ବାକ୍ସ ବାଛି ବିଭିନ୍ନ ପୁରସ୍କାର ଆପଣ ଜିତିପାରିବେ ବୋଲି ସେଠାରେ ସୂଚନା ରହିଥାଏ ।ସଠିକ ବାକ୍ସ ବାଛି ଆପଣ ପୁରସ୍କାର ଜିତିପାରିବେ, ଯେପରିକି ସ୍ମାର୍ଟଫୋନ ବା ଆଉ କିଛି ମଧ୍ୟ ହୋଇପାରେ । ସର୍ବଶେଷରେ ଏକ ଶୁଭେଚ୍ଛା ବାର୍ତା ସହ ୩ ଟି ଚୁକ୍ତି ଉଲ୍ଲେଖ ରହିଥାଏ ଏହି କାର୍ଯ୍ୟକ୍ରମ କୁ ଆପଣଙ୍କୁ ୨୦ ଟି ସାଙ୍ଗଙ୍କ ନିକଟରେ ପହଁଚାଇବାକୁ ହେବ କିମ୍ବା ୫ ଟି ଗ୍ରୁପ ରେ ସେୟାର କରିବାକୁ ପଡିବ ।ନିଜ ଠିକଣା ଦିଅନ୍ତୁ ଏବଂ ଅପଣଙ୍କ ନିକଟକୁ ଆପଣଙ୍କ ପୁରସ୍କାର ୫-୭ ଦିନ ମଧ୍ୟରେ ପହଞ୍ଚିଯିବ । ସତ୍ୟାସତ୍ୟ : ଏନେଇ ଆମେ ମେସୋ ର ୱେବସାଇଟ ଏବଂ ସୋସିଆଲ ମିଡିଆରେ ଅନୁସନ୍ଧାନ କରି ଦେଖିଲୁ ଏଭଳି କୌଣସି କାର୍ଯ୍ୟକ୍ରମ ମେସୋ ଆୟୋଜିତ କରିଥିବାର କୌଣସି ସୂଚନା ନାହିଁ । ଅନଲାଇନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଲେଖି ମେସୋ ୱେବସାଇଟ ରେ ଅନୁସନ୍ଧାନ କରିଥିଲୁ ତେବେ ଏନେଇ କୋୖଣସି ସୂଚନା ୱେବସାଇଟ କିମ୍ବା ମେସୋ ର ସୋସିଆଲ ମିଡ଼ିଆରୁ ପାଇନଥିଲୁ । ଯଦି ଆପଣ ସଠିକ ଭାବେ ନିରୀକ୍ଷଣ କରିବେ ଭାଇରାଲ ହେଉଥିବା ଲିଙ୍କ ଟି r.palacecrouch.top ରହିଛି ହେଲେ ମେସୋ ର ୱେବସାଇଟ ଟି messho.com ରୁ ଆରମ୍ଭ ହୋଇଥାଏ । ଗୁଗୁଲ ଇମେଜ ରିଭର୍ସ ସର୍ଚ୍ଚ ରୁ ଜଣାଯାଏ ଯେ , fashionnetwork.com ରେ ସେହି ଗ୍ରାଫିକ୍ସ ଟି ବହୁ ପୂର୍ବରୁ ପ୍ରସାରିତ ହୋଇଛି । ହେଲେ ସେହି ଗ୍ରାଫିକ୍ସ ରେ ୮୦ % ରିହାତିର ବିଜ୍ଞାପନ ରହିଛି, କୌଣସି ଅନଲାଇନ ପ୍ରଶ୍ନୋତ୍ତର ସମ୍ବନ୍ଧୀୟ ସୂଚନା ରହିନାହିଁ । ଏହି ପ୍ରଶ୍ନୋତ୍ତର ସମ୍ବନ୍ଧୀୟ ଘଟଣା ଜାଣି ଆମ ଟିମ୍ ମେସୋ ର ଲିଗାଲ ସପୋର୍ଟ ଟିମ୍ ସହ ଆଲୋଚନା କରିଥିଲୁ । ତେବେ ଏଭଳି କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମେସୋ ପକ୍ଷରୁ ଆୟୋଜିତ ହୋଇନଥିବା ସୂଚନା ଦେଇଛନ୍ତି। ଆଲୋଚନା ଭିତରେ ଆହୁରି ମଧ୍ୟ ଅଧିକ ସୂଚନା ଦେଇ ମେସୋ ପକ୍ଷରୁ ଅବଗତ କରାଯାଇଛି ଯେ ମେସୋ ନିଜର ଗ୍ରାହକଙ୍କ ସମସ୍ତ ତଥ୍ୟ କୁ ସୁରକ୍ଷିତ ରଖିବା ନିମନ୍ତେ ବହୁ ପଦକ୍ଷେପ ନେଇଛନ୍ତି । " ଏଭଳି ଫେକ୍ ଲିଙ୍କ ସହ ମେସୋ ର କୌଣସି ସମ୍ପର୍କ ନାହିଁ । ଏଭଳି ଫେକ୍ ଲିଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ନିଜର କୌଣସି ତଥ୍ୟ ଏଭଳି ଲିଙ୍କ ରେ ଦିଅନ୍ତୁ ନାହିଁ । ତେବେ ଏଭଳି କୌଣସି ଲିଙ୍କ ପାଇଲେ ସ୍ଥାନୀୟ ଅଧିକାରୀ ଙ୍କୁ ସୂଚନା ଦେଇପାରିବେ" । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବାରୁ ଆମ ଟିମ୍ କୁ ମେସୋ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଉପୋରକ୍ତ ଅନୁସନ୍ଧାନରୁ ଜଣା ଯାଏ ଯେ ,ଏହି ଲିଙ୍କ ଟି ହେଉଛି ସମ୍ପୂର୍ଣ୍ଣ ଫେକ୍ ଏବଂ ମେସୋ ପକ୍ଷରୁ ଏଭଳି କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନାହିଁ ।
schema:reviewRating
False
schema:author
telugupostcom
schema:datePublished
2024-03-10
(
xsd:date
)
schema:inLanguage
Telugu
schema:itemReviewed
http://data.cimple.eu/claim/e2224209811dc29fd92e44da83d5c76a542708212674681531d64add
Faceted Search & Find service v1.16.115 as of Oct 09 2023
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 6 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software