Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/e49805220dd870cd5b2da770184d073e72af14bf4af816d58f29469d
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://www.telugupost.com/odia-factcheck/viral-video-showing-customized-tractors-used-by-protesting-farmers-is-not-from-delhi-but-turkey-1521282/
schema:text
ରିମଡେଲିଙ୍ଗ ହୋଇଥିବା ଟ୍ରାକ୍ଟରର ଭାଇରାଲ ଭିଡିଓ ; କୃଷକ ଆନ୍ଦୋଳନର ନୁହେଁ ବରଂ ତୁର୍କୀ ର ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ,ଏହି ଭିଡିଓ ଟି ୧ ଫେବୃଆରୀ ଦିନ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଛି, ଯାହାକି ଗୋଟିଏ ତୁର୍କୀ ମିଡିଆ ସଂସ୍ଥା ଅନ୍ତର୍ଗତ । Claim :ଦିଲ୍ଲୀ ଚଲୋ ଆନ୍ଦୋଳନ ରେ କୃଷକ ବ୍ୟବହାର କରୁଛନ୍ତି ରି- ମଡେଲିଙ୍ଗ ହୋଇଥିବା ଅତ୍ୟାଧୁନିକ ଟ୍ରାକ୍ଟର Fact :ଭିଡିଓ ଟିର ଦିଲ୍ଲୀ ରେ ଆୟୋଜିତ ହୋଇଥିବା କୃଷକ ଆନ୍ଦୋଳନ ସହ କୌଣସି ସାମଞ୍ଜସ୍ୟ ନାହିଁ, ବରଂ ଭିଡିଓ ଟି ହେଉଛି ତୁର୍କୀ ର ଟ୍ରାକ୍ଟର ରେ ଲାଗିଛି ମେଟାଲ ଗ୍ରୀଲ, ଯାହାକି କୃଷକ ଆନ୍ଦୋଳନ ରେ ବ୍ୟବହାର ହେଉଛି ବୋଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଲିସ୍ତାନୀ ଙ୍କ ସହାୟତାରେ କୃଷକ ଏଭଳି ଟ୍ରାକ୍ଟର ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛନ୍ତି ବୋଲି ଗୋଟିଏ ଫେସବୁକ ପୋଷ୍ଟରେ ଉଲ୍ଲେଖ ରହିଛି । ନିଜକୁ କୃଷକର ପରିଚୟ ଦେଇ କିଛି ବ୍ୟକ୍ତି, ସରକାର ଙ୍କ ପାଖରେ ମନଇଚ୍ଛା ଦାବି ରଖୁଛନ୍ତି ତାହା ପୂରଣ ନ ହେଲେ ଏକ ଯୁଦ୍ଧ ପରିସ୍ଥିତି ଉପୁଜିପାରେ ବୋଲି ଏକ ପୋଷ୍ଟରେ ଲେଖାଯାଇଛି । ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ,ଟ୍ରାକ୍ଟର ଗୁଡିକୁ ମାତ୍ରାଧିକ ପଇସା ଖର୍ଚ୍ଚକରି ମଡେଲିଙ୍ଗ କରୁଥିବା ଚାଷୀ ଭାରତ ସରକାରଙ୍କ ପାଖରେ ପେନସନ ପାଇବା ନିମନ୍ତେ ଦାବି ରଖିଛନ୍ତି, ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ମୋଡ଼ ଏହା ସୁନିଶ୍ଚିତ । ସତ୍ୟାସତ୍ୟ : ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ,ଏହି ଭିଡିଓ ଟି ୧ ଫେବୃଆରୀ ଦିନ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଛି, ଯାହାକି ଗୋଟିଏ ତୁର୍କୀ ମିଡିଆ ସଂସ୍ଥା ଅନ୍ତର୍ଗତ । ଏହାଛଡା ଟ୍ରାକ୍ଟର ରେ ହଟାଟ ୨୫୦ଜି ଉଲ୍ଲେଖ ରହିଥିବା ଫଟୋରେ ଦେଖିବାକୁ ମିଳିଛି, ଯାହାକି ହଟାଟ ଟ୍ରାକ୍ଟର କମ୍ପାନୀ ର । ଏହି କମ୍ପାନୀ ତୁର୍କୀ ସହ କେର୍କେଜକୋଏ ଭଳି ସ୍ଥାନ ଗୁଡିକରେ ବିଭିନ୍ନ ମଡେଲ ର ଟ୍ରାକ୍ଟର ତିଆରି କରି ବିକ୍ରି କରିଥାଏ। ତୁର୍କୀ ର ବିଭିନ୍ନ ୟୁଟ୍ୟୁବର ଏହି ଟ୍ରାକ୍ଟର ର ଭିଡିଓ ବନାଇ ଅପଲୋଡ଼ କରିଛନ୍ତି। ଏପରିକି ଜାନୁଆରୀ ୩୧ରେ ଏହି ଟ୍ରାକ୍ଟର ର ଏକ ଉନ୍ନତମାନର ଭିଡିଓ "ଏମରିହାନ ସେଞ୍ଜିଗ " ନାମକ ଜଣେ ବ୍ୟକ୍ତି ନିଜର ଇନଷ୍ଟାଗ୍ରାମ ରେ ଲୋଡ଼ କରିଥିବା ଦେଖା ଦେଇଛି । ଆହୁରି ଅନୁସନ୍ଧାନ କରିବାରୁ ଜଣାଯାଏ ଯେ ଏହି ବ୍ୟକ୍ତି ବିଭିନ୍ନ ଧରଣ ଟ୍ରାକ୍ଟର ଭିଡିଓ ନିଜ ଆକାଉଣ୍ଟ ରେ ଲୋଡ଼ କରିଛନ୍ତି । ସେହି ନାମରେ ଥିବା ଗୋଟିଏ ଟିକଟକ ଆକାଉଣ୍ଟ ରେ ମଧ୍ୟ ସମାନ ଭିଡିଓ ଅପଲୋଡ଼ ହୋଇଥିବା ଦେଖା ଦେଇଛି । ଏନେଇ ଇନଷ୍ଟା ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ ଜାରି ରହିଛି । ଅଧିକ ସୂଚନା ମିଳିଲେ ଏନେଇ ଆଗକୁ ସୂଚନା ଦିଆଯିବ । ବିଭିନ୍ନ ପ୍ରାନ୍ତରୁ ଦେଖା ଯାଏ ଯେ କୃଷକ ଆନ୍ଦୋଳନ ରେ ଭାଗନେଉଥିବା କିଛି ଟ୍ରାକ୍ଟର ରିମଡେଲିଙ୍ଗ ହୋଇଥାଏ କିଛି ଟ୍ରାକ୍ଟର ରେ ବ୍ୟାରିକେଡ଼ ଭାଙ୍ଗିବା ନିମନ୍ତେ ହାଇଡ଼୍ରଲିକ ଉପକରଣ ବ୍ୟବହାର ହୋଇଥାଏ ତ କେଉଁଥିରେ ଅଗ୍ନିନିର୍ବାପକ ବ୍ୟବସ୍ଥା ରହିଥାଏ । ତେବେ ଆମର ଅନୁସନ୍ଧାନ ରୁ ଜଣାଯାଏଯେ ଏହି ଟ୍ରାକ୍ଟର ସହ କୃଷକ ଆନ୍ଦୋଳନ ର କୌଣସି ସାମଞ୍ଜସ୍ୟ ନାହିଁ ବରଂ ଭିଡିଓ ଟି ହେଉଛି ତୁର୍କୀ ର ।
schema:reviewRating
False
schema:author
telugupostcom
schema:datePublished
2024-02-18
(
xsd:date
)
schema:inLanguage
Telugu
schema:itemReviewed
http://data.cimple.eu/claim/28ec7c183d15599dee3a88790ef18b5b2d8b45ef1e1e3a831678cf58
Faceted Search & Find service v1.16.123 as of May 22 2025
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3241 as of May 22 2025, on Linux (x86_64-pc-linux-musl), Single-Server Edition (126 GB total memory, 8 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2026 OpenLink Software